Mandei: ମଣ୍ଡେଇ ଚତୁର୍ଥ ସଂଧ୍ୟାରେ କଳାକାରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ
ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ମଣ୍ଡେଇ ଲୋକ ମହୋତ୍ସବ-୨୦୨୫ର ଚତୁର୍ଥ ସଂଧ୍ୟାରେ କଳାକାରମାନେ ସେମାନଙ୍କର ପ୍ରସ୍ତୁତି ଦେଇଛନ୍ତି। ଏହି ଅବସରରେ ଆୟୋଜିତ ସମାରୋହରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ସଭାପତିତ୍ବ କରିଥିଲେ।
/sambad/media/media_files/2025/12/15/mondei-2025-12-15-22-22-03.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)