ଆଡ଼ପ ମଣ୍ଡପରେ ପବିତ୍ର ହେରାପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ପଦ୍ମବେଶ
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଆଜି ପବିତ୍ର ହେରାପଞ୍ଚମୀ ତିଥିରେ ମହାପ୍ରଭୁ ‘ପଦ୍ମବେଶ’ରେ ସୁସଜ୍ଜିତ ହୋଇଛନ୍ତି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
/sambad/media/media_files/2025/07/01/img_20250701_204251-2025-07-01-22-50-26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)