PESA: ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପେସା ମହୋତ୍ସବ। ଏହି ମହୋତ୍ସବ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଅନୁଷ୍ଠିତ ହେବ। ପ୍ରସିଦ୍ଧ ରାମକୃଷ୍ଣ ବେଳାଭୂମିରେ ପେସା ଦୌଡ଼ ସହିତ ମହୋତ୍ସବର ଶୁଭାରମ୍ଭ ହୋଇଥିଲା। ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତର ସମ୍ପ୍ରସାରଣ ଆଇନ (ପେସା) 1996 ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆୟୋଜିତ ଏହି ମହୋତ୍ସବର ଉତ୍ସାହଜନକ ଆରମ୍ଭ ହୋଇଛି।
/sambad/media/media_files/2025/12/23/whatsapp-image-2025-12-23-20-51-24.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)