Advertisment
Gallery

Khandagiri Mela: ଖଣ୍ଡଗିରି ମେଳା: ସିସିଟିଭି ଆଗରେ ଲୋକଙ୍କ ଭିଡ଼

ଭୁବନେଶ୍ବରରେ ଗତ ୨୫ ତାରିଖ ଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଯାଇଛି। ପାହାଡ଼ ଉପରେ ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଯପତପ କରୁଛନ୍ତି। ପାହାଡ଼ ତଳେ ଦୋକାନବଜାର ବସିଛି। ଗ୍ରାହକଙ୍କର ପ୍ରବଳ ଭିଡ଼ ଲାଗୁଛି। ଏହାରି ଭିତରେ ଚୋରି, ଡକାୟତି ଭଳି ଅପରାଧିକ ଗତିବିଧି ମଧ୍ୟ ଦେଖାଯାଉଛି। ପୁଲିସ ମୁତୟନ ସହିତ ସିସିଟିଭି ଖଞ୍ଜା ଯାଇଛି।

 Khandagiri Mela at Bhubaneswar. Photograph: (Bibhuti Sahoo, Sambad Digital)
Khandagiri Mela at Bhubaneswar. Photograph: (Bibhuti Sahoo, Sambad Digital)
Advertisment
ସବସ୍କ୍ରାଇବ କରନ୍ତୁ