Advertisment
Gallery

Jagannath Temple: ମହାପ୍ରଭୁଙ୍କ ଶରଣ ନେଲେ ମହାମହିମ

ମହାପ୍ରଭୁଙ୍କ ଶରଣ ନେଇଛନ୍ତି ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍‌ଣରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପବିତ୍ର ବାଇଶି ପାହାଚରେ ବସି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି।

 Report by Satya Narayan Routrai and Photo by Santosh Barala
Report by Satya Narayan Routrai and Photo by Santosh Barala
Advertisment
ସବସ୍କ୍ରାଇବ କରନ୍ତୁ