Narendra Modi: ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ
ଇଥିଓପିଆ ପ୍ରଥମ ଦ୍ୱିପାକ୍ଷିକ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡିସ ଆବାବାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଇଥିଓପିଆର ପ୍ରଧାନମନ୍ତ୍ରୀ ଡ଼ା. ଆବି ଅହମ୍ମଦ ଅଲି ସ୍ୱାଗତ କରିଥିଲେ। ଭାରତ ଓ ଇଥିଓପିଆ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି।
/sambad/media/media_files/2025/12/16/narendra-modi-2025-12-16-22-53-34.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)