Narendra Modi: ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଠାରୁ ୨ଦିନିଆ ମାଲେସିଆ ଗସ୍ତରେ ଅଛନ୍ତି। ସେ ଆଜି ଗସ୍ତର ଅନ୍ତିମ ଦିନରେ ସେଠାରେ ବିଭିନ୍ନ କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ମାନଙ୍କୁ ଭେଟି ବ୍ୟବସାୟ ଏବଂ ପୁଂଜି ନିବେଶ ସଂପର୍କରେ ଆଲୋଚନା କରିଛନ୍ତି।
/sambad/media/media_files/2026/02/08/modi-in-malaysia-2026-02-08-16-40-00.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)