ଇସ୍କନ୍ ବ୍ରହ୍ମପୁର ମନ୍ଦିରରେ ରାମନବମୀ
ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ହରେକୃଷ୍ଣ ମନ୍ଦିରରେ ଶ୍ରୀ ରାମ ନବମୀ ମହୋତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁର ଭଜନ ଓ କୀର୍ତ୍ତନ ହେବା ସହ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ଦାସଜୀ ମହାରାଜଙ୍କ ଦ୍ଵାରା ଶ୍ରୀରାମଚନ୍ଦ୍ରଙ୍କ ଅପୂର୍ବ ଦିବ୍ୟ ଲୀଳା କଥା ପ୍ରବଚନ ହୋଇଥିଲା।
/sambad/media/media_files/2025/04/06/35P8enNvJep1vb9DkLR3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)