Assembly: ବିଜେଡି ବିଧାୟକଙ୍କ ହୋହାଲ୍ଲା
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଜାରି ରହିଛି। ଆଜି ତୃତୀୟ ଦିନରେ ଗୃହରେ ଏକାଧିକ ଥର ହୋହାଲ୍ଲା ଦେଖିବାକୁ ମିଳିଛି। ସରକାରଙ୍କୁ ଟାର୍ଗେଟ କରି ବିରୋଧୀମାନେ ହଙ୍ଗାମା କରିଛନ୍ତି। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି।
/sambad/media/media_files/2026/02/19/whatsapp-imag-2026-02-19-18-47-08.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)