Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା
ଇମ୍ଫା ଖଣି କର୍ମଚାରୀ ସନ୍ତୋଷ କୁମାର ପ୍ରଧାନ ଆଜି ତାଙ୍କ ପୈତୃକ ଗାଁ ସୁକିନ୍ଦା ବ୍ଲକ ହରିପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ପଠାଣିଆଙ୍କ ପୀଠରେ ଇଂରାଜୀ ନବବର୍ଷ-୨୦୨୬ ଉପଲକ୍ଷେ ନିଜସ୍ବ ଖର୍ଚ୍ଚ ଓ ଉଦ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ବୁଧବାର ଠାରୁ ସେଠାରେ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ଭିଡ଼ ଲାଗିରହିଛି।
/sambad/media/media_files/2025/12/31/17b01370-5dc4-4565-b5c3-7b81bed86535-2025-12-31-21-07-08.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)