ବେଦାନ୍ତ ଆଲୁମିନିୟମ୍, କଳାହାଣ୍ଡି ଜିଲ୍ଲାରେ ସିକଲସେଲ୍ ରୋଗ ଏବଂ ଥାଲାସେମିଆ ସ୍କ୍ରିନିଂର ପ୍ରାରମ୍ଭିକ ଚିହ୍ନଟକୁ ସୁଦୃଢ଼ କରିବା ପାଇଁ ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ଓଡ଼ିଶା ସରକାରଙ୍କ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହିତ ସହଭାଗୀ ହୋଇଛି। ଏହି ପଦକ୍ଷେପର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍ କଳାହାଣ୍ଡିର ସର୍ବାଧିକ ସିକଲସେଲ୍ -ପ୍ରବଣ ଅଞ୍ଚଳ ମଧ୍ୟରୁ ରାମପୁର ବ୍ଲକର ନାକରୁଣ୍ଡି, ତଲମପଦର ଏବଂ ଗୁଣପୁର ଗ୍ରାମ ପଞ୍ଚାୟତରେ ସ୍କ୍ରିନିଂ ଅଭିଯାନ ପରିଚାଳନା କରିବା ପାଇଁ ଏହାର ମୋବାଇଲ୍ ହେଲ୍ଥ ୟୁନିଟ୍ ନିୟୋଜିତ କରିଛି।
ସିକଲସେଲ୍ ଏବଂ ଥାଲାସେମିଆ ଚିହ୍ନଟ ପାଇଁ ବେଦାନ୍ତ, କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ସହଭାଗିତା
/sambad/media/media_files/2025/09/21/scd-2025-09-21-22-15-45.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)