ଦକ୍ଷତା ବିକାଶ କାର୍ଯ୍ୟକ୍ରମ (ଏସଡିପି) ଅଧିନରେ ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଦକ୍ଷତା ତାଲିମ ପ୍ରଦାନ କରୁଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ଏବଂ ନାବାର୍ଡ ସହଯୋଗରେ ଆତ୍ମର୍ନିଭର ଭାରତର ପରିକଳ୍ପନା ସହିତ ତାଳମେଳ ରଖି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ୧୫ଟି ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଏବଂ ପାନୀୟ ବ୍ୟବସାୟରେ ସଫଳତାର ସହ ତାଲିମ ଦିଆଯାଇଛି ।
ଆଦିବାସୀ ଅଞ୍ଚଳରେ ଦକ୍ଷତା ତାଲିମ
/sambad/media/media_files/2025/02/28/MTAIIFyXHQD9BTapagph.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)