Advertisment
Gallery

Rashtrapati Bhavan: ରାଷ୍ଟ୍ରପତିଙ୍କୁ ଭେଟିଲେ ଜମ୍ମୁ କଶ୍ମୀରର ଛାତ୍ରଛାତ୍ରୀ

ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରୁ କିଛି ଛାତ୍ରଛାତ୍ରୀ ନ୍ୟାସନାଲ ଇଣ୍ଟିଗ୍ରେସନ୍‌ ଟୁର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଜମ୍ମୁ କଶ୍ମୀରର ଛାତ୍ରଛାତ୍ରୀମାନେ ମହାମହିମଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି।

 Sudents from Poonch called on President Droupadi Murmu. Photograph: (sambad.in)
Sudents from Poonch called on President Droupadi Murmu. Photograph: (sambad.in)
Advertisment
ସବସ୍କ୍ରାଇବ କରନ୍ତୁ