Advertisment
Gallery

2025 December 31: କ୍ୟାଲେଣ୍ଡର ବର୍ଷ ୨୦୨୫ର ଅନ୍ତିମ ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ

କ୍ୟାଲେଣ୍ଡର ବର୍ଷ ୨୦୨୫ ଆଉ କେଇ ଘଣ୍ଟା ପରେ ବିଦାୟ ନେବାକୁ ଯାଉଛି। ଏହା ପୂର୍ବରୁ ଓଡ଼ିଶାରେ ସୂର୍ଯ୍ୟାସ୍ତ ହୋଇସାରିଛି। ନୂଆପଡ଼ା ସହରର ଦିଆନମୁଣ୍ଡା ଛକରେ ସୂର୍ଯ୍ୟଙ୍କର ଏଭଳି ଦୃଶ୍ୟଗୋଚର ହୋଇଛି। ନ୍ୟୁଜିଲାଣ୍ଡବାସୀ ବର୍ଷ-୨୦୨୬ର ପ୍ରଥମ ସୂର୍ଯ୍ୟ ଦେଖି ସାରିଥିବା ବେଳେ ପୃଥିବୀର ଅନ୍ୟ ଦେଶର ଲୋକେ ନୂଆବର୍ଷର ସୂର୍ଯ୍ୟଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

 Sun set at Nuapada. Photograph: (Ashwini Panigrahi, sambad.in)
Sun set at Nuapada. Photograph: (Ashwini Panigrahi, sambad.in)
Advertisment
ସବସ୍କ୍ରାଇବ କରନ୍ତୁ