ଆୟୁଷ ମନ୍ତ୍ରଣାଳୟ ଓ ବେଦାନ୍ତ ଭାଗିଦାରୀରେ ଚାଲିଥିବା ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଛି । ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଆୟୁର୍ବେଦିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସ୍ମୃତି ଶକ୍ତି ବୃଦ୍ଧି କରିବା ଏବଂ ପିଲାମାନଙ୍କର ପ୍ରାରମ୍ଭିକ ସମୟରେ ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ।
ଓଡ଼ିଶାର ୧୭ ହଜାର ପିଲାଙ୍କ ପାଖରେ ପହଞ୍ଚିଲା ’ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମ
/sambad/media/media_files/2024/12/24/7JQl4UCywGkhgxYpt0Mb.jpeg)