ବେଦାନ୍ତ ଆଲୁମିନିୟମ୍, ଓଡ଼ିଶାର ଜାମଖାନି, ଘୋଘରପାଲି ଏବଂ କୁରାଲୋଇ ଅଞ୍ଚଳର ୧୦୦୦ ରୁ ଅଧିକ ଯୁବକଙ୍କୁ କ୍ରୀଡା ଉପକରଣ(କିଟ୍) ବଣ୍ଟନ କରିଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ସ୍ଥାନୀୟ ସମୁଦାୟମାନଙ୍କ ମଧ୍ୟରେ କ୍ରୀଡା କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ସହ କ୍ରୀଡା ସଂସ୍କୃତିକୁ ପ୍ରେତ୍ସାହିତ କରିବା । କାର୍ଯ୍ୟକ୍ରମର ଅଂଶ ଭାବରେ, ୨୫ ଟି ଗ୍ରାମର କ୍ରୀଡା କ୍ଲବ୍ ଏବଂ ସ୍କୁଲଗୁଡ଼ିକୁ ଫୁଟବଲ୍, କ୍ରିକେଟ୍, ଭଲିବଲ୍, ବ୍ୟାଡମିଣ୍ଟନ୍, କ୍ୟାରମ୍ ଏବଂ ଯୋଗ ମ୍ୟାଟ୍ ପାଇଁ କ୍ରୀଡା କିଟ୍ ପ୍ରଦାନ କରାଯାଇଥିଲା।
୨୫ ଗ୍ରାମର କ୍ରୀଡ଼ାକ୍ଲବ ଓ ସ୍କୁଲକୁ କିଟ୍ ବଣ୍ଟନ
/sambad/media/media_files/2025/12/25/sports-2025-12-25-22-40-51.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)