Gallery ଗତ ତିନିବର୍ଷରେ ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ରୋପିତ ପ୍ରାୟ ଅଢେଇ ଲକ୍ଷ ଚାରା ସମ୍ପର୍କିତ ସୂଚନାଧର୍ମୀ ପୁସ୍ତକକୁ ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଓ ଏଚ୍ଆର୍ ମହାପ୍ରବନ୍ଧକ ବୈଜୟନ୍ତୀ କରଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରଦାନ କରୁଛନ୍ତି। by Sambad Digital Updated 24 Jun 2023 04:32 IST Link copied! Copy failed! by Sambad Digital Updated 24 Jun 2023 04:32 IST Link copied! Copy failed!