ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ବିଚିତ୍ରା

ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ୭୧୦ କମ୍ପାନି ନିରାପତ୍ତା ବଳ

ନୂଆଦିଲ୍ଲୀ: ହିଂସା ଜର୍ଜରିତ ପଶ୍ଚିମବଙ୍ଗରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ୭୧୦ କମ୍ପାନି ନିରାପତ୍ତା କର୍ମଚାରୀ ମୁତୟନ କରାଯିବା କଥା ଗୁରୁବାର ଦିନ ନିର୍ବାଚନ କମିସନ ଘୋଷଣା କରିଛନ୍ତି। ରବିବାର ଦିନ ମୁକ୍ତ ଓ ଅବାଧ ଭୋଟ୍‌ ଦାନ ଲାଗି ନିର୍ବାଚନ କମିସନ ଏ ଭଳି…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ ଭୋଟରଙ୍କ ମନ ଜିଣିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଚଳାଇଲେ ଟ୍ରାକ୍ଟର ଭିଡିଓ ହେଲା ଭାଇରାଲ

ଲୁଧିଆନା (ପଞ୍ଜାବ): ପଞ୍ଜାବର ଲୁଧିଆନା ଲୋକସଭା ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଆଜି ଲୁଧିଆନାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଲୁଧିଆନା ଲୋକସଭା କ୍ଷେତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଭୋଟ ପ୍ରତିଶତ କମୁଛି

ନୂଆଦିଲ୍ଲୀ: ଦେଶରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ଚଳିତ ଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିଲା ମତଦାନ ମେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟରେ ଭୋଟ ସରିଲାଣି। ଏଥିରୁ ଦେଖାଯାଇଛି ପ୍ରଥମ ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଜମୁଛି

ନୂଆଦିଲ୍ଲୀ: ଦେଶରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯ ତାରିଖରେ ହେବ। ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୯ଟି ଆସନ ପାଇଁ ଶେଷ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ବିଭିନ୍ନ ଦଳର…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଛାଇଲେ ଏହି ଦୁଇ ଷ୍ଟାଇଲିସ୍‌ ପୁଲିଂ ଅଫିସର୍‌

ନୂଆଦିଲ୍ଲୀ: ଚର୍ଚ୍ଚାରେ ଷ୍ଟାଇଲିସ ଲେଡି। ର୍ନିବାଚନ ବେଳେ ଷ୍ଟାଇଲସ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି ଦୁଇ ମହିଳା ଲକ୍ଷ୍ନୌର ରୀନା ଦ୍ୱିବେଦୀ ଓ ଭୋପାଳର ଯୋଗେଶ୍ୱରୀ ଗୋହିତେ। ନିଜ ଷ୍ଟାଇଲସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ରୀନା ଦ୍ୱିବେଦୀ କାମ କରନ୍ତି ଉତ୍ତରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାରେ ବିଧାନସଭା ଉପ-ନିର୍ବାଚନ

ସମ୍ବଲପୁର ସଦର ଦ୍ବୈତ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯୪୬ ମସିହା (୧୯୪୬-୫୨)ରେ ନିର୍ବାଚିତ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ବୋଧରାମ ଦୁବେ। ସ୍ବାଧୀନତା ପରେ ହୀରାକୁଦ ବନ୍ଧ ନିର୍ମାଣକୁ ବିରୋଧ କରି ୧୯୪୯ ମସିହାରେ ସଭ୍ୟ ପଦରୁ ଇସ୍ତଫା ଦେଲେ ଏଣୁ ଉପ-ନିର୍ବାଚନ ଅନୁ‌ଷ୍ଠିତ ହେଲା।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଦିଲ୍ଲୀରୁ ଭୋଟ୍‌ ଦେଲେ ୧୧୧ ବର୍ଷିଅ ମତଦାତା

ନୂଆଦିଲ୍ଲୀ: ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ବଚ୍ଚନ ସିଂହ ନାମକ ୧୧୧ ବର୍ଷିଅ ବୃଦ୍ଧ ରାଜଧାନୀ ଦିଲ୍ଲୀଠାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଭୋଟ୍‌ ଦେବା ପରେ ବଚ୍ଚନ ସିଂହ କହିଛନ୍ତି, ‘ମୁଁ ସେହି ଦଳକୁ ଭୋଟ୍‌ ଦେଇଛି ଯିଏ ଭାରତର ବିକାଶ ପାଇଁ ସଂକଳ୍ପବଦ୍ଧ।’ ପଶ୍ଚିମ ଦିଲ୍ଲୀ ତିଲକ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଦିଲ୍ଲୀର ସବୁଠାରୁ ବୟୋଜ୍ୟେଷ୍ଠ ୧୧୧ ବର୍ଷ ବୟସ୍କ ବଚନ ସିଂହ ଷଷ୍ଠ ପର୍ଯ୍ୟାୟରେ ସାବ୍ୟସ୍ତ କରିବେ ନିଜର ମତଦାନ…

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ମତଗ୍ରହଣରେ ଅଂଶଗ୍ରହଣ କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ରାଜଧାନୀ ନୂୂଆଦିଲ୍ଲୀର ସବୁଠାରୁ ବୟୋଜ୍ୟେଷ୍ଠ ତଥା ୧୧୧ ବର୍ଷ ବୟସ୍କ ବଚନ ସିଂହ। ୧୧୧ ବର୍ଷ ବୟସରେ ନିଜର ମତଦାଦ ଅଧିକାର…
ଅଧିକ ଖବର ଦେଖନ୍ତୁ...

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ସବୁଠାରୁ ଧନୀ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦ୍ୱିତୀୟ ଧନୀ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଆସନ୍ତା ମେ ମାସ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଛି ନିର୍ବାଚନ ଳଢୁଥିବା କିଛି ଧନୀ ପ୍ରାର୍ଥୀଙ୍କ ନାଁ। ଏହି  ପର୍ଯ୍ୟାୟର ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।  ୩୭୪ କୋଟିରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ୨୦୧୯ : ମୋଦି କରିଛନ୍ତି ସବୁଠୁ ଅଧିକ ୧୧୦ଟି ର‍୍ୟାଲି, ରାହୁଲ ୧୦୩ଟି

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୧୧ରେ ସାରା ଦେଶରେ ନିର୍ବାଚନ ଆଚରଣବିଧି ଲାଗୁହେବାପରେ ରାଜନୈତିକ ଦଳମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ରାତିଦିନ ପ୍ରଚାରରେ ମାତିଛନ୍ତି । ବିଭିନ୍ନ ଦଳର ନେତା ପ୍ରବଳ ଖରାକୁ ଖାତିର ନକରି ପ୍ରଚାର କରୁଛନ୍ତି । ତେବେ ପ୍ରଚାରରେ ସବୁଠୁ ଆଗୁଆ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...