ପାଟନା: ବିହାରର ବେଗୁସରାଇ ଆସନରୁ ପ୍ରାର୍ଥୀ ହୋଇଥିବା କହ୍ନେୟା କୁମାରଙ୍କ ପାଇଁ ବାମ ଦଳର ବହୁ ନେତା ପ୍ରଚାରରେ ସାମିଲ ହୋଇଥିବା ବେଳେ ଏବେ ପ୍ରସିଦ୍ଧ ଗୀତିକାର ଜାଭେଦ୍ ଅଖ୍ତର ମଧ୍ୟ କହ୍ନେୟାଙ୍କ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। କହ୍ନେୟା ଏହି ଆସନରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସହ ଲଢ଼େଇ କରୁଛନ୍ତି।
କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବେ ଜାଭେଦ ଅଖ୍ତର
/sambad/media/post_attachments/wp-content/uploads/2019/04/javed.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)