ମୁମ୍ବାଇ : ମୁମ୍ବାଇ ଦକ୍ଷିଣ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ମିଲିନ୍ଦ ଦେଓରାଙ୍କୁ ଭାରତର ସବୁଠୁ ଧନୀ ବ୍ୟକ୍ତି ତଥା ଶିଳ୍ପପତି ମୁକେଶ ଅମ୍ବାନୀ ସମର୍ଥନ କରି ଚର୍ଚ୍ଚାରେ ରହିଥିବାବେଳେ ଏବେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିଛନ୍ତି। ଗତକାଲି ମୁମ୍ବାଇରେ ମୋଦୀଙ୍କର ଏକ ନିର୍ବାଚନୀ ରୢାଲିରେ ଅନନ୍ତଙ୍କୁ ଦେଖିବାକୁ ମିଳିଥିଲା। ଅନନ୍ତ ଗତକାଲି କହିଥିଲେ ଯେ ସେ ମୋଦୀଙ୍କ ଭାଷଣ ଶୁଣିବାକୁ ଏବଂ ଦେଶକୁ ସହଯୋଗ କରିବାକୁ ଏଠାକୁ ଆସିଛନ୍ତି। ।
ମୋଦୀଙ୍କ ରୢାଲିରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ
/sambad/media/post_attachments/wp-content/uploads/2019/04/AnantAmbani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)