ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ବିଜେପୁର ଉପନିର୍ବାଚନ : ବିଜେଡିର ଐତିହାସିକ ବିଜୟ

ପୂର୍ବସ୍ଥିତି ବଜାୟ ରଖିବାେର ବିଫଳ ହେଲା ବିଜେପି ୫୮୭୩ ଭୋଟ୍‌ ପାଇ ଅମାନତ ହରାଇଲା କଂଗ୍ରେସ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ ଭୁବନେଶ୍ବର : ସାଧାରଣ ନିର୍ବାଚନ ସମୟରେ ହାଣ୍ଡିଶାଳରୁ ପ୍ରମିଳା ବିଷୋୟୀଙ୍କୁ ନେଇ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇଥିଲା ବିଜେଡି। ସେହିଭଳି ବିଜେପୁର…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ : ମହାରାଷ୍ଟ୍ରରେ ବିଜେପି ମେଣ୍ଟ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବ‌ାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପି ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ୨୦୧୪ର ସଫଳତାକୁ ଦୋହରାଇ ପାରିନାହିଁ। ହରିୟାଣାରେ ସଂଖ୍ୟାଗରିଷ୍ଠତା ହରାଇଥିବା ବେଳେ ମହାରାଷ୍ଟ୍ରରେ ଅଳ୍ପକେ ବର୍ତିଯାଇଛି। ଏହି ଦୁଇଟି ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ମହାବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଛକାପଞ୍ଝା

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାପରୀକ୍ଷାରେ ପାସ୍ ହୋଇଛି ବିଜେପି। ୨୮୮ ଆସନରୁ ବିଜେପି-ଶିବସେନା ମେଂଟ ଶେଷ ଖବର ସୁଦ୍ଧା ୧୫୭ ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ଏବଂ ଏନସିପି ମେଂଟକୁ ଶହେଟି ସିଟ୍ ମିଳିଛି। ବଡ କଥା ହେଉଛି, ନିର୍ବାଚନ ପରେ ଏଗଜିଟ୍…
ଅଧିକ ଖବର ଦେଖନ୍ତୁ...

ହରିୟାଣାରେ ଝୁଲା ସରକାର

ହରିୟାଣା : ମହାରାଷ୍ଟ୍ରରେ ଶିବସେନା ସହ ମେଂଟ କରି ବିଜେପି, ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି । ତେବେ ହରିଆଣାରେ ଗଣିତ ଓଲଟପାଲଟ ହୋଇଯାଇଛି । ନିର୍ବାଚନ ଫଳାଫଳ କହୁଛି, ହରିୟାଣାରେ ଝୁଲା ସରକାର ଗଠନ ହେବ। ଅର୍ଥାତ୍ କେଉଁ ଦଳକୁ ବି ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ । ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାନସଭା ଉପନିର୍ବାଚନରେ ରୀତା ସାହୁଙ୍କ ବିପୁଳ ବିଜୟ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗୁରୁବାର ଅପରାହ୍ଣରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁଣିଥରେ ବିଜେପୁରକୁ  ନିଜ ଦଖଲରେ ରଖିଛି ବିଜୁ ଜନତା ଦଳ । ଆଉ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ: ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଭୋଟ୍‌ରେ ଆଗୁଆ

ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ସପ୍ତମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେପି ୧୩୬୨୩ ଖଣ୍ଡ ଏବଂ କଂଗ୍ରେସ ୨୦୫୨ ପ୍ରାର୍ଥୀମାନେ ଖଣ୍ଡ ଭୋଟ୍‌ ପାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା  ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କୁ ୩୮, ୩୧୮ ଭୋଟ ମିଳିଥିବା ବେଳେ ବିଜେପି ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ୯୫୦୭ ଟି ଓ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ୧୪୩୫ଟି ଭୋଟ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ବିଜେପିର ବିଜୟ ପ୍ରସ୍ତୁତି, ୫୦୦୦ ଲଡୁ ପାଇଁ ଦିଆଗଲା ବରାଦ

ମୁମ୍ବାଇ: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଭୋଟ୍‌ ଗଣିତି ଚାଲିଥିବା ବେଳେ ମୁମ୍ବାଇ ମୁଖ୍ୟାଳୟରେ ବିଜେପି ‘ବିଜୟ’ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ବିଜେପି-ଶିବସେନା ବିଜୟୀ ହେବାର ସମ୍ଭାବନା ଥିବା କଥା ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ କହିଛନ୍ତି। ଉଭୟ ହରିୟାଣା ଓ…
ଅଧିକ ଖବର ଦେଖନ୍ତୁ...

୨୪ରେ ବିଜେପୁର ଉପ ନିର୍ବାଚନ ଭୋଟ୍‌ ଗଣତି ; ୧୪ଟି ଟେବୁଲ୍‌ରେ ଗଣିବେ ୧୦୩ ଅଧିକାରୀ

ବିଜେପୁର: ଗତକାଲି ବିଜେପୁର ଉପନିର୍ବାଚନର ମତଦାନ ଶେଷ ହୋଇ ୭୯.୧୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ତେବେ ୨୪ ତାରିଖ ଦିନ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାନସଭା ଉପନିର୍ବାଚନ: ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ଭୋଟ୍‌ ଦାନ

ବରଗଡ଼/ବିଜେପୁର: ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ବିଜେପୁର ବିଧାନସଭା ଆସନ ଉପନିର୍ବାଚନରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ଭୋଟ୍‌ ଦାନ କରାଯାଇଥିବା କଥା ସଇଓ ସୂଚନା ଦେଇଛନ୍ତି। ସମୁଦାୟ ୨୮୫ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସକାଳୁ ଭୋଟରମାନଙ୍କର ବିଶେଷ ଗହଳି ଜମି ନ…
ଅଧିକ ଖବର ଦେଖନ୍ତୁ...