ମେଷ: ଭାଗୀଦାରି ବେପାରରେ ଯଥେଷ୍ଟ ଲାଭ ପାଇବେ। ଇଂଜିନିଅର୍ ଓ ଲେଖକଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ।
ବୃଷ: କୌଣସି କଂପାନିର ସେୟାର କିଣିବା ଲାଗି ବିଶେଷଜ୍ଞଙ୍କର ପରାମର୍ଶ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନୂଆ ବାଇକ୍ କିଣିବେ।
ମିଥୁନ: କାର୍ଯ୍ୟରୁ ସମୟ ବାହାର କରି ପରିବାର ସହିତ ସମୟ କାଟିବେ। ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଜମି କିଣିବା ଲାଗି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିବେ।
କର୍କଟ: ଆପଣଙ୍କ ବ୍ୟବହାର ବିନମ୍ର ରହିବ। କାରବାର ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ପରିବାର ସହିତ କୌଣସି ସମାରୋହକୁ ଯିବେ।
ସିଂହ: କୌଣସି ଶୁଭ ଖବର ପାଇବେ। ଅଧିକ ପରିଶ୍ରମ କରନ୍ତୁ, ଆପଣଙ୍କ କାମରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ପାଇବେ।
କନ୍ୟା: କୌଣସି ମନ୍ଦିର କାର୍ଯ୍ୟକ୍ରମକୁ ଯିବାର ଅବସର ପାଇବେ। ନୂଆ କାମ ପ୍ରତି ମନ ଆକର୍ଷିତ ହେବ। ବାପା ଆପଣଙ୍କ ବ୍ୟବସାୟରେ ସାହାଯ୍ୟ କରିବେ।
ତୁଳା: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବନ୍ଧୁ ମାଧ୍ୟମରେ ଭଲ ଚାକିରି ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ।
ବିଛା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଅନ୍ଲାଇନ୍ରେ ବ୍ୟବସାୟ କରିବା ପାଇଁ ମନସ୍ଥ କରିବେ।
ଧନୁ: ପ୍ଲାଷ୍ଟିକ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ନବବିବାହିତ ଦମ୍ପତି ଭଲ ଖବର ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ କଂପାନିରୁ ଡାକରା ଆସିବ।
ମକର: ଧାର ଦେଇଥିବା ଅର୍ଥ ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ଅଫିସରେ ଆପଣଙ୍କ କାର୍ଯ୍ୟଶୈଳୀରେ ବିରୋଧୀ ପ୍ରଭାବିତ ହେବେ। ବେପାରରେ ଲାଭ ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ।
ମୀନ: ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଚାକିରି ଖୋଜୁଥିବା ଲୋକ ଭଲ ଜାଗାରେ ଚାକିରି ପାଇବେ। ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ଭଲ ଡାକ୍ତରଙ୍କୁ ଦେଖାଇବେ।
ଦୈନିକ ରାଶିଫଳ