ମେଷ: ରବିବାର ଆର୍ଥିକ ସ୍ଥିତି ଭଲ ହେବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ପରିବେଶ ଆନନ୍ଦମୟ ରହିବ। ଶନିବାର ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ।
ବୃଷ: ରବିବାର ଭାଗ୍ୟର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର ନୂଆ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର ଭଲ କାମ ପାଇଁ ସମ୍ମାନିତ ହେବେ। ଶନିବାର ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ।
ମିଥୁନ: ରବିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶନିବାର ଶତ୍ରୁ ଦବି ରହିବେ।
କର୍କଟ: ରବିବାର ଆୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର କ୍ୟାରିୟର୍‌ ବିଷୟରେ ସଠିକ୍ ବିଚାର କରିବେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ରହିବ। ଶନିବାର ପ୍ରେମରେ ସଫଳତା ପାଇବେ।

Advertisment

ସିଂହ: ରବିବାର ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଶନିବାର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା: ରବିବାର ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ଲାଭ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଶନିବାର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: ରବିବାର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ସୋମ ଓ ମଙ୍ଗଳବାର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ପରିବାରରେ ଲୋକଙ୍କର ଉତ୍ସାହ ବଜାୟ ରହିବ। ଶନିବାର ଯେମିତି ଅନ୍ନ ସେମିତି ମନ ରହିବ।
ବିଛା: ରବିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସୋମ ଓ ମଙ୍ଗଳବାର ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର ପରିବାରରେ ପରିବେଶ ଅତି ପ୍ରସନ୍ନ ରହିବ। ଶନିବାର ସ୍ବାସ୍ଥ୍ୟ ଠିକ୍ ରହିବ।
ଧନୁ: ରବିବାର ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ସୋମ ଓ ମଙ୍ଗଳବାର ଚାକିରିରେ ଦରମା ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର ରାଜନୀତିରେ ସଫଳତା ପାଇବେ। ଶନିବାର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।
ମକର: ରବିବାର କଠିନ ପରିସ୍ଥିତିରେ କେହି ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର ପାରିବାରିକ ସୁଖ ଯୋଗ ପ୍ରବଳ ରହିଛି। ବୁଧ, ଗୁରୁ ଓ ଶୁକ୍ରବାର ଚାକିରି ସମ୍ବନ୍ଧୀୟ ଇଚ୍ଛା ପୂରା ହେବ। ଶନିବାର ଧନଲାଭ ଯୋଗ ଅଛି।
କୁମ୍ଭ: ରବିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ସୋମ ଓ ମଙ୍ଗଳବାର ଇଂଜିନିୟର୍‌ମାନେ ଲକ୍ଷ୍ୟ ପୂରା କରିବେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଶନିବାର ବେପାରରେ ଲାଭ ହେବ।
ମୀନ: ରବିବାର ଶତ୍ରୁକୁ ଜୟ କରିବେ। ସୋମ ଓ ମଙ୍ଗଳବାର କାରବାର କ୍ଷେତ୍ରରେ ଲାଭହେବ। ବୁଧ, ଗୁରୁ ଓ ଶୁକ୍ରବାର ସାମାଜିକ ଜୀବନ ସବୁପ୍ରକାର ଭଲ ରହିବ। ଶନିବାର ବୈବାହିକ ଜୀବନରେ କଟୁତା ଦୂର ହେବ।

ଦୈନିକ ରାଶିଫଳ