ମେଷ: ରବିବାର ଶକ୍ତିରେ ଭରି ରହିବେ। ସୋମ, ମଙ୍ଗଳ ଓ ବୁଧବାର କ୍ୟାରିୟର୍‌ ଗଢ଼ିବାର ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ଜୀବନସାଥୀକୁ ଖୁସି ହେବାର ସୁଯୋଗ ଦେବେ। ଶନିବାର ଛାତ୍ରଙ୍କ ଲାଗି ଦିନଟି ଭଲ।

Advertisment

ବୃଷ: ରବିବାର ସମସ୍ୟାର ସମାଧାନ ହେବ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟର ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ଗୁରୁ ଓ ଶୁକ୍ରବାର ଚାକିରିରେ ଉନ୍ନତି ହେବ। ଶନିବାର ପ୍ରେମରେ ସଫଳତା ପାଇବେ।

ମିଥୁନ: ରବିବାର ଲକ୍ଷ୍ୟ ହାସଲ କରିବା ସହଜ ହେବ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟୀ ବଡ଼ ଡିଲ୍ କରିପାରନ୍ତି। ଗୁରୁ ଓ ଶୁକ୍ରବାର କଳାକାରଙ୍କ ପାଇଁ ଭଲ ରହିବ। ଶନିବାର ମାନସିକ ସ୍ବାସ୍ଥ୍ୟ ପାଇଁ ବିଶ୍ରାମ କରନ୍ତୁ।

କର୍କଟ: ରବିବାର ସକାରାତ୍ମକ ଶକ୍ତି ବୃଦ୍ଧିହେବ। ସୋମ, ମଙ୍ଗଳ ଓ ବୁଧବାର ବଡ଼ ଲକ୍ଷ୍ୟକୁ ଧ୍ୟାନରଖି ଯୋଜନା ପ୍ରସ୍ତୁତ କରିବେ। ଗୁରୁ ଓ ଶୁକ୍ରବାର ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯିବେ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।

ସିଂହ: ରବିବାର ପରାକ୍ରମ ବୃଦ୍ଧି ପାଇବ। ସୋମ, ମଙ୍ଗଳ ଓ ବୁଧବାର କୌଣସି ସଂପତ୍ତିର ଡିଲ୍ କରିପାରନ୍ତି। ଗୁରୁ ଓ ଶୁକ୍ରବାର ଭଲ ଜାଗାରେ ଚାକିରି ପାଇବେ। ଶନିବାର ସାମାଜିକ କାର୍ଯ୍ୟରେ ସମୟ ଦେବେ।

ମିଥୁନ: ରବିବାର ପରାକ୍ରମ ବୃଦ୍ଧି ପାଇବ। ସୋମ, ମଙ୍ଗଳ ଓ ବୁଧବାର କୌଣସି ସଂପତ୍ତିର ଡିଲ୍ କରିପାରନ୍ତି। ଗୁରୁ ଓ ଶୁକ୍ରବାର ଭଲ ଜାଗାରେ ଚାକିରି ପାଇବେ। ଶନିବାର ସାମାଜିକ କାର୍ଯ୍ୟରେ ସମୟ ଦେବେ।

କନ୍ୟା: ରବିବାର ସମୟ ସକାରାତ୍ମକ କାମରେ ଲଗାନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ନୂଆ କାରବାରରେ ଧନ ନିବେଶ କରନ୍ତୁ ଲାଭହେବ। ଗୁରୁ ଓ ଶୁକ୍ରବାର ଘରର ପରିବେଶ ଭଲ ରହିବ। ଶନିବାର ଭ୍ରମଣ ସୁଖ ରହିଛି।

ତୁଳା: ରବିବାର ବେପାରରେ ବଡ଼ ଡିଲ୍ କରିବେ। ସୋମ, ମଙ୍ଗଳ ଓ ବୁଧବାର ଅର୍ଥ ନେଣଦେଣରେ ସାବଧାନ ରହନ୍ତୁ। ଗୁରୁ ଓ ଶୁକ୍ରବାର ଘରର ପରିବେଶ ଉଲ୍ଲାସରେ ଭରି ରହିବ। ଶନିବାର ଆୟରେ ବୃଦ୍ଧି ହେବ।

ବିଛା: ରବିବାର ଭାବନାକୁ ସକାରାତ୍ମକ ରଖନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ଅପ୍ରତ୍ୟାଶିତ ଧନପ୍ରାପ୍ତି। ଗୁରୁ ଓ ଶୁକ୍ରବାର ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶନିବାର ନର୍ସିଙ୍ଗ୍‌୍‌ ଛାତ୍ରୀ ବରିଷ୍ଠଙ୍କଠାରୁ କିଛି ନୂଆ ଶିଖିବେ।

ଧନୁ: ରବିବାର ସମୟର ଉପଯୋଗ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ ସଫଳ ହେବେ। ଗୁରୁ ଓ ଶୁକ୍ରବାର ବନ୍ଧୁବର୍ଗଙ୍କ ସହିତ ସଂପର୍କ ମଜଭୁତ ହେବ। ଶନିବାର ଖର୍ଚ୍ଚ ବଢ଼ିପାରେ।

ମକର: ରବିବାର କାମରେ ସତର୍କ ରହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ସକାରାତ୍ମକତାରେ ଭରି ରହିବେ। ଗୁରୁ ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ନେତୃତ୍ବର ଦକ୍ଷତା ବଢ଼ିବ। ଶନିବାର ଅଫିସ୍‌ରେ ସମୟ ଭଲରେ କଟିବ।

କୁମ୍ଭ: ରବିବାର ଘରର ପରିବେଶ ଠିକ୍ ରହିବ। ସୋମ, ମଙ୍ଗଳ ଓ ବୁଧବାର ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସୁଖମୟ ହେବ। ଶନିବାର ଧନ ସମ୍ବନ୍ଧୀୟ ଚିନ୍ତା ଦୂରହେବ।

ମୀନ: ରବିବାର ଆଗକୁ ବଢ଼ିବାର ସୁଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ବେପାରର ଗତି ବଢ଼ିବ। ଗୁରୁ ଓ ଶୁକ୍ରବାର ବୟସାଧିକ ବ୍ୟକ୍ତିମାନଙ୍କର ଦାନପୁଣ୍ୟରେ ରୁଚି ବଢ଼ିବ। ଶନିବାର ଭାଗ୍ୟରେ ଉନ୍ନତି। 

ଦୈନିକ ରାଶିଫଳ