ମେଷ: ରବି ଓ ସୋମବାର ନୂଆ କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର ଅନାବଶ୍ୟକ ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁ ଓ ଶୁକ୍ରବାର ଆୟ ବୃଦ୍ଧି ହେବ। ଶନିବାର ଘରକୁ ବନ୍ଧୁ ଆସିବେ।
ବୃଷ: ରବି ଓ ସୋମବାର ରାଜନୀତିକ କାର୍ଯ୍ୟ ସଂପନ୍ନ ହେବ। ମଙ୍ଗଳ ଓ ବୁଧବାର ଋଣ ଓ ରୋଗରୁ ମୁକ୍ତି ପାଇବେ। ଗୁରୁ ଓ ଶୁକ୍ରବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର ଉତ୍ସାହ ବୃଦ୍ଧି ହେବ।
ମିଥୁନ: ରବି ଓ ସୋମବାର ପୁଞ୍ଜି ନିବେଶ କରନ୍ତୁ ଲାଭଦାୟକ ହେବ। ମଙ୍ଗଳ ଓ ବୁଧବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଗୁରୁ ଓ ଶୁକ୍ରବାର ବ୍ୟକ୍ତିତ୍ବକୁ ବିକଶିତ କରିପାରନ୍ତି। ଶନିବାର ଧନଲାଭ ହେବ।
କର୍କଟ: ରବି ଓ ସୋମବାର ଦେଶ ବିଦେଶରୁ ଶୁଭ ଖବର ପାଇବେ। ମଙ୍ଗଳ ଓ ବୁଧବାର ରାଜନୀତିକ ସଂପର୍କରୁ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ସ୍ବାସ୍ଥ୍ୟ ଖରାପ ହୋଇପାରେ। ଶନିବାର ଭାଗ୍ୟୋନ୍ନତି ହେବ।
ସିଂହ: ରବି ଓ ସୋମବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ମଙ୍ଗଳ ଓ ବୁଧବାର ପଦୋନ୍ନତି ପ୍ରାପ୍ତ ହେବ। ଗୁରୁ ଓ ଶୁକ୍ରବାର ଜୀବନଶୈଳୀ ପରିବର୍ତ୍ତନ କରିପାରନ୍ତି। ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କନ୍ୟା: ରବି ଓ ସୋମବାର ମାନସିକ ଅଶାନ୍ତି ବଢ଼ିପାରେ। ମଙ୍ଗଳ ଓ ବୁଧବାର କୌଣସି ମହିଳା ଅଧିକାରୀଙ୍କ ଦ୍ବାରା ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ପରିବାରରେ ବୃଦ୍ଧି ହେବ। ଶନିବାର ଧନଲାଭ ହେବ।
ତୁଳା: ରବି ଓ ସୋମବାର ଜନସଂପର୍କ କାର୍ଯ୍ୟରେ ଲାଭ ହେବ। ମଙ୍ଗଳ ଓ ବୁଧବାର କୋର୍ଟକଚେରି ସଂପର୍କିତ ବିବାଦ ଉତ୍ପନ୍ନ ହେବ। ଗୁରୁ ଓ ଶୁକ୍ରବାର ଘେର ଖୁସିର ମାହୋଲ ରହିବ। ଶନିବାର ପଦୋନ୍ନତି ପ୍ରାପ୍ତ ହେବ।
ବିଛା: ରବି ଓ ସୋମବାର ବେପାରରେ ଲାଭହେବ। ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନ ମଧୁର ରହିବ। ଗୁରୁ ଓ ଶୁକ୍ରବାର ବନ୍ଧୁ ଧୋକା ଦେଇପାରନ୍ତି। ଶନିବାର ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।
ଧନୁ: ରବି ଓ ସୋମବାର ଭ୍ରମଣ ମନୋରଞ୍ଜନପୂର୍ଣ୍ଣ ରହିବ। ମଙ୍ଗଳ ଓ ବୁଧବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ। ଗୁରୁ ଓ ଶୁକ୍ରବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ। ଶନିବାର ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।
ରବି: ରବି ଓ ସୋମବାର ଜମି କିମ୍ବା ଭବନ କିଣିବେ। ମଙ୍ଗଳ ଓ ବୁଧବାର ଗୀତ ସଙ୍ଗୀତରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ଶନିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ।
କୁମ୍ଭ: ରବି ଓ ସୋମବାର ବିଦେଶ ଯିବାର ଯୋଗ ଅଛି। ମଙ୍ଗଳ ଓ ବୁଧବାର ଅଫିସ୍ରେ ନୂଆ କାମ ମିଳିପାରେ। ଗୁରୁ ଓ ଶୁକ୍ରବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ଶନିବାର ସବୁ ସମସ୍ୟା ଦୂର ହେବ।
ମୀନ: ରବି ଓ ସୋମବାର ଆୟ ବୃଦ୍ଧିହେବ। ମଙ୍ଗଳ ଓ ବୁଧବାର ପାରିବାରିକ ଜୀବନ ସୁଖକର ହେବ। ଗୁରୁ ଓ ଶୁକ୍ରବାର ଜମି କିମ୍ବା ଭବନ କିଣିବେ। ଶନିବାର ପ୍ରିୟଜନ ମିଳନ।
ଦୈନିକ ରାଶିଫଳ