ମେଷ:-କେହି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆପଣଙ୍କ ଘରକୁ ଆସିବେ। ଅଧୁରା କାମ ସଂପୂର୍ଣ୍ଣ ହେବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗୃହ ସଂପତ୍ତି କିଣିବା ଯୋଗ ଅଛି।
ବୃଷ:-ଆପଣଙ୍କୁ ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ମନ ବନାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
ମିଥୁନ:-ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ବନ୍ଧୁ ମାଧ୍ୟମରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହେବ। ଆର୍ଥିକ ରୂପେ ଆପଣଙ୍କୁ ଲାଭ ମିଳିବ। ବିବାହିତଙ୍କର ଦିନଟି ଭଲରେ ବିତିବ।
କର୍କଟ:-ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କର ପ୍ରତ୍ୟେକ ଫଇସଲାରେ ସାଥ ଦେବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
ସିଂହ:-କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। କ୍ୟାରିୟର ପାଇଁ କୌଣସି ସୁବର୍ଣ୍ଣ ସୁଯୋଗ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କନ୍ୟା:-ପରିବାର ଲୋକଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ କାମରେ ନୂତନତ୍ବ ଆସିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ତୁଳା:-ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ବେପାରରେ ଲାଭ ହେବ। ପରିବାରରେ କୌଣସି କାମ ପାଇଁ ଅଧିକ ଯାତୟାତ କରିବେ। କୋର୍ଟ କଚେରି ମାମଲାରେ କୌଣସି ବରିଷ୍ଠଙ୍କ ସାହାଯ୍ୟ ନେବେ।
ବିଛା:-ନିଜକୁ ଶକ୍ତି ଭରା ଅନୁଭବ କରିବେ। ଆପଣଙ୍କୁ ଆନନ୍ଦ ଅନୁଭୂତି ହେବ। ବ୍ୟବସାୟରେ ଲାଭ ପହଞ୍ଚାଇବା ଲୋକ ପାଇବେ। କାମରେ ଦୂରସ୍ଥାନକୁ ଯିବେ। ନୂଆ ଘର କିଣିବା ଲାଗି ଭାବିବେ।
ଧନୁ:-ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ପ୍ରକାର ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ।
ମକର:-ନିଜର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବୈବାହିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କୁମ୍ଭ:-ଭବନ ନିର୍ମାଣ କରୁଥିବା ଲୋକ ନୂଆ କାମ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶତ୍ରୁମାନେ ଦବି ରହିବେ। କ୍ୟାରିୟରରେ ସଫଳତା ହାସଲ ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ମୀନ:-ସାଜସରଞାମ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। କିଛି କାମରେ ଅଧିକ ସମୟ ଲାଗିବ। କୌଣସି ବ୍ୟକ୍ତିର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।