ମେଷ: ମିଡ଼ିଆ କ୍ଷେତ୍ରରେ ଥିବା ଲୋକ ଭଲ ଖବର ପାଇବେ। ଚାକିରି ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲ ଯିବାର ଯୋଜନା କରିବେ। ‌

Advertisment

ବୃଷ: ଆପଣଙ୍କ ଭାଇ ଆପଣଙ୍କର କୌଣସି କାମରେ ସାହାଯ୍ୟ କରିବେ। ନୂତନ ଚିନ୍ତାଧାରରେ ବ୍ୟବସାୟ ଆଗକୁ ବଢ଼ାଇ ପାରନ୍ତି। ଶତ୍ରୁ ଦବି ରହିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ। ‌

ମିଥୁନ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ବଡ଼ଙ୍କ ଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ। ଅଫିସରେ ଅଧୁରା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ। ‌

କର୍କଟ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନୀତିକ ଲୋକ କୌଣସି ସମାରୋହରେ ନିଜର କଥା ରଖିବେ। ଅଚାନକ ଧନଲାଭର ସମ୍ଭାବନା।

ସିଂହ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ଭଲ ପଦ ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କନ୍ୟା: ନକାରାତ୍ମକ ମାନସିକତା ଲୋକଙ୍କ ଠାରୁ ଦୂରରେ ରହନ୍ତୁ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ଭୁଲ୍ ହୋଇପାରେ।

ତୁଳା: କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ନିର୍ମାଣ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ମଜଭୁତ ଆସିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ହାସଲ ହେବ।

ବିଛା: ବେପାରରେ ନିବେଶ ପାଇଁ ଭଲ ଦିନଟିଏ। ସୋପ୍ଟୟର ଇଂଜିନିୟର ନିଜର ଲକ୍ଷ୍ୟ ପୂରା କରିନେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷାର୍ଥୀ ‌ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

ଧନୁ: ଅଫିସରେ ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର। ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ। ବ୍ୟବସାୟରେ ବଡ଼ ଡ଼ିଲ୍ ହୋଇପାରେ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ମକର: ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ପରିବାରରେ ସୁଖ ଶାନ୍ତିର ବାତାବରଣ ନିର୍ମାଣ ହେବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।

କୁମ୍ଭ: ଅଫିସରେ ଆପଣଙ୍କ କାମ ବଦଳି ପାରେ। କୌଣସି ଜିନିଷକୁ ନେଇ ବହୁତ ଉତ୍ସାହିତ ରହିବେ। ରାଜନୀତିରେ ଆପଣଙ୍କର ମାନ ସମ୍ମାନ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

ମୀନ: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କର ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ଭାଇ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବ୍ୟବସାୟ ଭଲଭାବେ ଆଗକୁ ବଢ଼ିବ। ଅଫିସରେ ପଦୋନ୍ନତି ହେବାର ସୁଯୋଗ ଅଛି।