ମେଷ: ଜୀବନସାଥୀର ଭାବନାକୁ ବୁଝିବେ। ବଡ଼ ଲୋକଙ୍କ ସହିତ ସାକ୍ଷାତ ଯୋଗ ଅଛି। ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନ ଉନ୍ନତିରେ ଖୁସି ପାଇବେ।
ବୃଷ: ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।
ମିଥୁନ: ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖଦ ରହିବ। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ।
କର୍କଟ: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ ଅନ୍ୟମାନଙ୍କ କଥା ବୁଝିବା ପାଇଁ ମନ ବନାଇ ଚାଳନ୍ତୁ। ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।
ସିଂହ: ବ୍ୟବସାୟରେ ଲାଭ ହୋଇପାରେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। ପରିବାର ଲୋକଙ୍କ ସହ ମହତ୍ବପୂର୍ଣ୍ଣ ବିଷୟରେ କଥାବାର୍ତ୍ତ କରିବେ।
କନ୍ୟା: ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ। କୌଣସି କାମ ପୂରା ହେବା ଯୋଗୁଁ ଆପଣଙ୍କୁ ଖୁସି ହେବ। ଭାବିଥିବା କାମର ଗତି ମଜଭୁତ ହେବ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।
ତୁଳା: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ। ସୋଫ୍ଟୱେର ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।
ବିଛା: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ। ଅନ୍ୟମାନଙ୍କ ଭାବନାକୁ ନେଇ ସଂବଦେନଶୀଳ ରହିବେ। ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି। ବେପାରରେ ଲାଭ ହେବ।
ଧନୁ: କୌଣସି ବନ୍ଧୁ ସହିତ ସାକ୍ଷାତ ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ। ନୂଆ ଲୋକଙ୍କ ସହିତ ସଂପର୍କ ଆସିବାକୁ ଚେଷ୍ଟା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମକର: ପିତାମାତାଙ୍କ ସହଯୋଗରେ କାମ ପୂରା ହେବ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ନବ ବିବାହିତ ବାହାରକୁ ବୁଲି ଯିବେ।
କୁମ୍ଭ: ଆପଣଙ୍କ ସାକ୍ଷାତ ବାଲ୍ୟବନ୍ଧୁ ସହିତ ହେବ। ଆପଣଙ୍କ ବାଲ୍ୟ ଜୀବନର ସ୍ମୃତି ତାଜା ହୋଇଯିବ। କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ବେପାରରେ ଉନ୍ନତି ହେବ।
ମୀନ: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ। ପ୍ରତିଟି ମାମଲାରେ ସକାରାତ୍ମକ ରଖନ୍ତୁ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯାଇପାରନ୍ତି।