ମେଷ: ସାମାଜିକ କର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅଫିସରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ। ମହିଳା ଖୁସି ଖବର ପାଇବେ। ଆପଣଙ୍କ ମନର ଇଚ୍ଛା ଜୀବନସାଥୀ ପୂରା କରିବାକୁ ଚେଷ୍ଟା କରିବେ।
ବୃଷ: ଆପଣଙ୍କ ଚଗଲାମି ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ମିଥୁନ: ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଅବସର ପାଇବେ। ବନ୍ଧୁ ପୂର୍ଣ୍ଣରୂପେ ସହଯୋଗ କରିବେ। ଅଫିସରେ ଏକ ସମୟରେ ଅନେକ କାମ କାମ ସମ୍ଭାଳିବାକୁ ହେବ। ଜୀବନସାଥୀଙ୍କୁ ଅଳଙ୍କାର ଉପହାର ଦେବେ।
କର୍କଟ: କୌଣସି କାମ ଆରମ୍ଭ କରିବା ଯୋଗୁଁ ପରିବାରର ସବୁ ଲୋକ ଖୁସି ରହିବେ। ଅଫିସ କାମରେ ସହକର୍ମୀଙ୍କ ସହଯୋଗ ପାଇବେ। ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ ପିଲା ସହିତ ଉଦ୍ୟାନକୁ ବୁଲି ଯିବେ।
ସିଂହ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଆର୍ଥିକ ମାମଲାରେ ନଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଶତ୍ରୁପକ୍ଷ ଦୂରତ୍ବ ବଜାୟ ରହିବେ। ଚାକିରିରେ ଲାଭ ପ୍ରାପ୍ତି ହେବ। ସନ୍ଧ୍ୟାରେ ବନ୍ଧୁ ସହିତ ସମୟ କଟିବ।
କନ୍ୟା: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ। କାମରେ ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ସମାଜସେବା ସଂସ୍ଥାର ସହାୟତା କରିବାର ମଉକା ପାଇବେ।
ତୁଳା: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ରୋଜଗାର ସଂପର୍କରେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହିତ ମିଶିବା ଘରକୁ ଆସିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଅଫିସ କାମରେ ପ୍ରଶଂସା ପାଇବେ। ପଦୋନ୍ନତି ଯୋଗ ଅଛି। ଆର୍ଥିକ ସ୍ଥିତି ମଜଭୁତ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ସ୍ବାସ୍ଥ୍ୟରେ ସୁଧାର ହେବ।
ଧନୁ: ଅନ୍ୟମାନଙ୍କର ଅଧିକ ଆଲୋଚନା କଲେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ହେବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ପ୍ରତିଟି କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ର ଲାଗି ଦିନଟି ଭଲ।
ମକର: ନିତିଦିନିଆ କାର୍ଯ୍ୟସୂଚୀର ପରିବର୍ତ୍ତନ କରିବେ। କ୍ୟାରିୟରରେ ସଫଳତା ପାଇବେ। ଅଫିସରେ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ନବୀନତା ଆସିବ।
କୁମ୍ଭ: କାମ ପ୍ରତି ଅଧିକ ସକ୍ରିୟ ରହିବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅସହାୟଙ୍କୁ ସହାୟତା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ। କୃଷିଜୀବୀଙ୍କ ଧନଲାଭ ହେବ।
ମୀନ: ଆର୍ଥିକ ମାମଲାରେ ସତର୍କ ରହନ୍ତୁ। ଖୁସି ମିଜାଜ ବ୍ୟବହାର ଲୋକଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ। ପାରିବାରିକ ଦାୟିତ୍ବ ବଢ଼ିବ। ଚାକିରି ବଦଳାଇବା ପାଇଁ ଭାବିବେ। କଳା ଛାତ୍ରୀଙ୍କ ଲାଗି ଦିନଟି ଭଲ।