ମେଷ: ରବି ଓ ସୋମବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର ଆହ୍ବାନେର ପଛଘୁଞ୍ଚା ଦେବେନାହିଁ। ଶୁକ୍ର ଓ ଶନିବାର ବ୍ୟବସାୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବେ।
ବୃଷ: ରବି ଓ ସୋମବାର ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ।
ମିଥୁନ: ରବି ଓ ସୋମବାର ପାରିବାରିକ ସୁଖ ଯୋଗ ରହିଛି। ମଙ୍ଗଳ, ବୁଧ ଓ ଗୁରୁବାର ଲକ୍ଷ୍ୟପ୍ରାପ୍ତି ଲାଗି ସକ୍ରିୟ ରହିବେ। ଶୁକ୍ର ଓ ଶନିବାର ଅଫିସ୍ରେ ନୂଆ ଦାୟିତ୍ବ ଗ୍ରହଣ କରିବେ ଏବଂ ଆୟ ବୃଦ୍ଧିହେବ।
କର୍କଟ: ରବି ଓ ସେମାବାର ଜମି ଓ ଭବନରେ ନିବେଶ ପାଇଁ ଭାବି ପାରନ୍ତି। ମଙ୍ଗଳ, ବୁଧ ଓ ଗୁରୁବାର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁକ୍ର ଓ ଶନିବାର ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।
ସିଂହ: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳ, ବୁଧ ଓ ଗୁରୁବାର ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁନାହିଁ। ଶୁକ୍ର ଓ ଶନିବାର କୋର୍ଟକଚେରି ମାମଲାରେ କିଛି ବାଧା ଆସିପାରେ।
କନ୍ୟା: ରବି ଓ ସୋମବାର ଆୟ ରାସ୍ତାରୁ ବାଧା ଦୂରହେବ। ମଙ୍ଗଳ, ବୁଧ ଓ ଗୁରୁବାର କ୍ୟାରିୟର୍ ସମ୍ବନ୍ଧରେ ନୂଆ ଅବସର ପାଇବେ। ଶୁକ୍ର ଓ ଶନିବାର ଜୀବନ ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ।
ତୁଳା: ରବି ଓ ସୋମବାର ଧାର୍ମିକ ସତ୍ସଙ୍ଗକୁ ଯିବେ। ମଙ୍ଗଳ, ବୁଧ ଓ ଗୁରୁବାର କାରବାରରେ ପରିଶ୍ରମ ଅନୁସାରେ ଲାଭ ପାଇବେ। ଶୁକ୍ର ଓ ଶନିବାର ସବୁ କାମ ସରଳତାପୂର୍ବକ ପୂରା ହେବ।
ବିଛା: ରବି ଓ ସୋମବାର ଘରର ପରିବେଶ ସକାରାତ୍ମକ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ନୂଆ କାମ ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ଧନୁ: ରବି ଓ ସୋମବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର ଉନ୍ନତି ପାଇଁ ନୂଆ କାମ କରିବାର ଇଚ୍ଛା ବଢ଼ିବ। ଶୁକ୍ର ଓ ଶନିବାର କାମ କରିବା ସମୟରେ ଶାନ୍ତ ରହନ୍ତୁ।
ମକର: ରବି ଓ ସୋମବାର ଆତ୍ମବିଶ୍ବାସ ବହୁତ ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ଚାକିରିଆ ଆଗକୁ ବଢ଼ିବାର ସୁଯୋଗ ପାଇବେ।
କୁମ୍ଭ: ରବି ଓ ସୋମବାର ବ୍ୟବସାୟ ବୃଦ୍ଧି ଲାଗି ପରିଶ୍ରମ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର କଥା ହେବାବେଳେ ଭାଷା ଉପରେ ଧ୍ୟାନଦିଅନ୍ତୁ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ।
ମୀନ: ରବି ଓ ସୋମବାର ଲାଗି ରହିଥିବା ସମସ୍ୟା ସମାଧାନ ହେବ। ମଙ୍ଗଳ, ବୁଧ ଓ ଗୁରୁବାର କଠିନ କାମରେ ହାର୍ ମାନିବେନି। ଶୁକ୍ର ଓ ଶନିବାର ଆୟବ୍ୟୟେର ସମନ୍ବୟ ବଜାୟ ରହିବ।