ମେଷ: ରବି ଓ ସୋମବାର ଆର୍ଥିକ ସ୍ଥିତି ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର କ୍ୟାରିୟର୍‌ରେ ପରିବର୍ତ୍ତନ ହୋଇପାରେ। ଶୁକ୍ର ଓ ଶନିବାର ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ।

Advertisment

ବୃଷ: ରବି ଓ ସୋମବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ମଙ୍ଗଳ, ବୁଧ ଓ ଗୁରୁବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ଶୁକ୍ର ଓ ଶନିବାର ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ।

ମିଥୁନ: ରବି ଓ ସୋମବାର ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ନିଜ କାମ ଅନ୍ୟମାନଙ୍କ ଦ୍ବାରା କରିନେବେ। ଶୁକ୍ର ଓ ଶନିବାର ଆହ୍ବାନ‌େର ପଛଘୁଞ୍ଚା ଦେବେନାହିଁ।

କର୍କଟ: ରବି ଓ ସୋମବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର ଭାଗୀଦାରି ବେପାରରେ ଲାଭ ପାଇବେ।

ସିଂହ: ରବି ଓ ସୋମବାର ପରିବାରରେ ଖୁସିର ବାତାବରଣ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ସମସ୍ୟା ସମାଧାନ ମାର୍ଗ ଖୋଜିନେବେ। ଶୁକ୍ର ଓ ଶନିବାର ଭଲ ଜାଗାରେ ନିବେଶ କରିପାରନ୍ତି।

କନ୍ୟା: ରବି ଓ ସୋମବାର କାମରେ ବଡ଼ଙ୍କର ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବେପାରରେ ନୂଆ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର କୋର୍ଟକଚେରିରେ କିଛି ବାଧା ଆସିପାରେ।

ତୁଳା: ରବି ଓ ସୋମବାର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର ସବୁ କାମ ସରଳତାପୂର୍ବକ ପୂରାହେବ। ଶୁକ୍ର ଓ ଶନିବାର ପରୀକ୍ଷାରେ ବହୁତ ଭଲ କରିବେ।

ବିଛା: ରବି ଓ ସୋମବାର ନୂଆ କାମ କରିବା ଲାଗି ନୂଆ ପଦ୍ଧତି ଉପରେ ବିଚାର କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ଆୟ ରାସ୍ତାରେ ବାଧା ଦୂରହେବ। ଶୁକ୍ର ଓ ଶନିବାର ନବ ବିବାହିତ ବାହାରକୁ ବୁଲିଯିବେ।

ଧନୁ: ରବି ଓ ସୋମବାର କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଶୁକ୍ର ଓ ଶନିବାର ଧର୍ମକାର୍ଯ୍ୟରେ ମନ ଲାଗିବ।

ମକର: ଦିରବି ଓ ସୋମବାର ପ୍ରିୟଜନଙ୍କଠାରୁ ଉପହାର ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ନେବେ। ଶୁକ୍ର ଓ ଶନିବାର ବ୍ୟବହାରରେ ସଂଯମ ରଖନ୍ତୁ।

କୁମ୍ଭ: ରବି ଓ ସୋମବାର ପାଠପଢ଼ାରେ ମନ ଲାଗିବ। ମଙ୍ଗଳ, ବୁଧ ଓ ଗୁରୁବାର ନିଜର ସ୍ଥିତି ମଜଭୁତ କରିପାରିବେ। ଶୁକ୍ର ଓ ଶନିବାର ଉନ୍ନତି ପାଇଁ ନୂଆ କାମ କରିବାର ଇଚ୍ଛା ବଢ଼ିବ।

ମୀନ: ରବି ଓ ସୋମବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ମଙ୍ଗଳ, ବୁଧ ଓ ଗୁରୁବାର କାରବାର ବୃଦ୍ଧି ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ।

horoscope