ମେଷ: ରବି, ସୋମ ଓ ମଙ୍ଗଳବାର ନୂଆ କାମ ଲାଗି ମନରେ ବିଚାର ଆସିବ। ବୁଧ ଓ ଗୁରୁବାର ବିଦ୍ୟାର୍ଥୀ ପରିଶ୍ରମର ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର ବେପାର ବଢ଼ାଇବା ଯୋଗୁଁ ଧନଲାଭ ହେବ।
ବୃଷ: ରବି, ସୋମ ଓ ମଙ୍ଗଳବାର ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ବୁଧ ଓ ଗୁରୁବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଶୁକ୍ର ଓ ଶନିବାର ଭାବପ୍ରବଣତାର ବଶବର୍ତ୍ତୀ ହୋଇ କାହାରିକୁ ବଚନ ଦିଅନ୍ତୁ ନାହିଁ।
ମିଥୁନ: ରବି, ସୋମ ଓ ମଙ୍ଗଳବାର କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ବୁଧ ଓ ଗୁରୁବାର ପ୍ରିୟଜନଙ୍କଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବେ।
କର୍କଟ: ରବି, ସୋମ ଓ ମଙ୍ଗଳବାର ଆମଦାନି ଲାଗି ସୁଯୋଗ ପାଇବେ। ବୁଧ ଓ ଗୁରୁବାର କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ଶୁକ୍ର ଓ ଶନିବାର ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି।
ସିଂହ: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ବୁଧ ଓ ଗୁରୁବାର କ୍ୟାରିୟର୍ରେ ପରିବର୍ତ୍ତନ ହୋଇପାରେ। ଶୁକ୍ର ଓ ଶନିବାର ପ୍ରିୟଜନଙ୍କ ସହିତ ସ୍ମରଣୀୟ ମୁହୂର୍ତ୍ତ ବିତାଇବେ।
କନ୍ୟା: ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶୁକ୍ର ଓ ଶନିବାର ଚାକିରି ବଦଳାଇବାକୁ ଚାହୁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ତୁଳା
ତୁଳା: ରବି, ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ବୁଧ ଓ ଗୁରୁବାର ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ଶୁକ୍ର ଓ ଶନିବାର ବ୍ୟବସାୟରେ କିଛି ପରିବର୍ତ୍ତନ ହେବାର ଯୋଗ ଅଛି।
ବିଛା: ରବି, ସୋମ ଓ ମଙ୍ଗଳବାର ବ୍ୟବସାୟ ସଉଦାରେ ସଫଳତା ପାଇବେ। ବୁଧ ଓ ଗୁରୁବାର ନୂଆ ଶକ୍ତି ଅନୁଭବ କରିବେ। ଶୁକ୍ର ଓ ଶନିବାର ଅଧୁରା କାମ ସଂପୂର୍ଣ୍ଣ କରିବା ଯୋଗୁଁ ମନକୁ ଶାନ୍ତି ମିଳିବ।
ଧନୁ: ରବି, ସୋମ ଓ ମଙ୍ଗଳବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି। ବୁଧ ଓ ଗୁରୁବାର ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ହେବେ। ଶୁକ୍ର ଓ ଶନିବାର ସକାରାତ୍ମକ ଚିନ୍ତା କାମରେ ସହଯୋଗ କରିବ।
ମକର: ରବି, ସୋମ ଓ ମଙ୍ଗଳବାର ସବୁ କାମ ସରଳତାପୂର୍ବକ ପୂରା ହେବ। ବୁଧ ଓ ଗୁରୁବାର ବିଦ୍ୟାର୍ଥୀ ପରୀକ୍ଷାରେ ବହୁତ ଭଲ କରିବେ। ଶୁକ୍ର ଓ ଶନିବାର ଅଫିସ୍ କାର୍ଯ୍ୟକୁ ନେଇ କାହାରି ଉପରେ ଭରସା କରନ୍ତୁ ନାହିଁ।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର ରାଜନୈତିକ ଲୋେକ ସଫଳତା ପାଇବେ।
ମୀନ: ରବି, ସୋମ ଓ ମଙ୍ଗଳବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଧ ଓ ଗୁରୁବାର ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର ଆପଣଙ୍କ କଳାକୌଶଳ ସମସ୍ତଙ୍କୁ ପସନ୍ଦ ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/22/weekly-horoscope-2025-11-22-13-46-18.jpg)