ମେଷ:ରବି ଓ ‌ସୋମବାର ସାମାଜିକସ୍ତରରେ ଲୋକପ୍ରିୟତା ବଢ଼ିବ। ମଙ୍ଗଳ ବୁଧ ଓ ଗୁରୁବାର କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।

Advertisment

ବୃଷ:ରବି ଓ ସୋମବାର ଆର୍ଥିକ ସ୍ଥିତି ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ।

ରବି ଓ ସୋମବାର ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ମଙ୍ଗଳ ବୁଧ ଓ ଗୁରୁବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ଶୁକ୍ର ଓ ଶନିବାର ଭ୍ରମଣ ପାଇଁ ଯୋଜନା କରିବେ।

କର୍କଟ:ରବି ଓ ସୋମବାର ଆୟବ୍ୟୟ‌େର ସମନ୍ବୟ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁକ୍ର ଓ ଶନିବାର ଅଧ୍ୟୟନରେ ଭଲ ପରିଣାମ ପାଇବେ।

ସିଂହ:ରବି ଓ ସୋମବାର ପରିବାର ଲୋକଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଶୁକ୍ର ଓ ଶନିବାର ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ।

କନ୍ୟା:ରବି ଓ ସୋମବାର ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ମଙ୍ଗଳ, ବୁଧ ଓ ଗୁରୁବାର ବିରୋଧୀ ପ୍ରତି ସାବଧାନ ରହନ୍ତୁ। ଶୁକ୍ର ଓ ଶନିବାର ପରିବାରରେ ସମସ୍ତେ ଖୁସି ରହିବେ।

ତୁଳା:ରବି ଓ ସୋମବାର ମନ ଚାହୁଥିବା କାମରେ ସଫଳତା ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର ଜମି ଓ ଭବନରେ ନିବେଶ ପାଇଁ ଭାବିପାରନ୍ତି। ଶୁକ୍ର ଓ ଶନିବାର ବୈବାହିକ ଜୀବନ ସୁଖମୟ ହେବ।

ବିଛା :ରବି ଓ ସୋମବାର ଧର୍ମକାର୍ଯ୍ୟରେ ମନ ଲାଗିବ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର ଛୋଟିଆ ସୁଯୋଗ ଆପଣଙ୍କୁ ଧନବାନ୍ ବନାଇପାରେ।

ଧନୁ :ରବି ଓ ସୋମବାର କିଛି ନୂଆ କରିବା ଲାଗି ନୂଆ ପଦ୍ଧତି ଉପରେ ବିଚାର କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ। ଶୁକ୍ର ଓ ଶନିବାର ନବ ବିବାହିତ ବାହାରକୁ ଭ୍ରମଣରେ ଯିବେ।

ମକର :ରବି ଓ ସୋମବାର ପ୍ରୟାସରେ ଭଲ ପରିଣାମ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର କାରବାରରେ ପରିଶ୍ରମ ଅନୁସା‌େର ଲାଭ ପାଇବେ।

କୁମ୍ଭ:ରବି ଓ ସୋମବାର ନିଜର ସ୍ଥିତିକୁ ମଜଭୁତ କରିପାରିବେ। ମଙ୍ଗଳ, ବୁଧ ଓ ଗୁରୁବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଶୁକ୍ର ଓ ଶନିବାର ଅପବ୍ୟୟ ଉପ‌େର ନିୟନ୍ତ୍ରଣ ରଖନ୍ତୁ।

ମୀନ :ରବି ଓ ସୋମବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ମଙ୍ଗଳ, ବୁଧ ଓ ଗୁରୁବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର ବନ୍ଧୁର ଭାବନାକୁ ବୁଝିବେ।