ମେଷ: ରବି, ସୋମ ଓ ମଙ୍ଗଳବାର କଲ୍ୟାଣକାରୀ ଯୋଜନା ସହ ଯୋଡ଼ି ହେଇପାରନ୍ତି। ବୁଧ ଓ ଗୁରୁବାର କୌଣସି ଧାର୍ମିକ ସତ୍ସଙ୍ଗକୁ ଯିବେ। ଶୁକ୍ର ଓ ଶନିବାର କାମରେ ସକାରାତ୍ମକ ଫଳ ପାଇବେ।
ବୃଷ: ରବି, ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ନେବେ। ଶୁକ୍ର ଓ ଶନିବାର ଧନପ୍ରାପ୍ତି ପାଇଁ ଉତ୍ସ ପାଇବେ।
ମିଥୁନ: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବୁଧ ଓ ଗୁରୁବାର ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ। ଶୁକ୍ର ଓ ଶନିବାର ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ।
କର୍କଟ: ରବି, ସୋମ ଓ ମଙ୍ଗଳବାର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବୁଧ ଓ ଗୁରୁବାର କୋର୍ଟ ମାମଲା ସମାଧାନ ହେବ। ଶୁକ୍ର ଓ ଶନିବାର ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ।
ସିଂହ: ରବି, ସୋମ ଓ ମଙ୍ଗଳବାର ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ବୁଧ ଓ ଗୁରୁବାର କଠିନ କାମରେ ହାର ମାନିବେନି। ଶୁକ୍ର ଓ ଶନିବାର ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି।
କନ୍ୟା: ରବି, ସୋମ ଓ ମଙ୍ଗଳବାର ଭାଗୀଦାରି ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶୁକ୍ର ଓ ଶନିବାର ଆମଦାନି ଲାଗି ସୁଯୋଗ ପାଇବେ।
ତୁଳା : ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ବୁଧ ଓ ଗୁରୁବାର ଅଫିସ୍ରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଶୁକ୍ର ଓ ଶନିବାର ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
ବିଛା: ରବି, ସୋମ ଓ ମଙ୍ଗଳବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ବୁଧ ଓ ଗୁରୁବାର ପରିବାର ସହିତ ଖୁସି ବାଣ୍ଟିବେ। ଶୁକ୍ର ଓ ଶନିବାର କ୍ୟାରିୟର୍ରେ ନୂଆ ଅବସର ଆସିବ।
ଧନୁ: ରବି, ସୋମ ଓ ମଙ୍ଗଳବାର କୌଣସି ବଡ଼ ଦାୟିତ୍ବ ପାଇବେ। ବୁଧ ଓ ଗୁରୁବାର କୋର୍ଟ କଚେରି କାମରେ କିଛି ବାଧା ଆସିପାରେ। ଶୁକ୍ର ଓ ଶନିବାର ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।
ମକର: ରବି, ସୋମ ଓ ମଙ୍ଗଳବାର ଚାକିରିରେ ମନ ପସନ୍ଦ ଜାଗାକୁ ବଦଳି ହୋଇପାରନ୍ତି। ବୁଧ ଓ ଗୁରୁବାର ପରୀକ୍ଷାରେ ବହୁତ ଭଲ କରିବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନ ଭଲ ରହିବ।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ପାରିବାରିକ ବାତାବରଣ ସକାରାତ୍ମକ ରହିବ। ବୁଧ ଓ ଗୁରୁବାର ଚାକିରିରେ ପଦୋନ୍ନତି ଯୋଗ ଅଛି। ଶୁକ୍ର ଓ ଶନିବାର ଜୀବନ ଭଲ ଢଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ।
ମୀନ: ରବି, ସୋମ ଓ ମଙ୍ଗଳବାର ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ବୁଧ ଓ ଗୁରୁବାର ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଶୁକ୍ର ଓ ଶନିବାର ନିବେଶ ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ।