ମେଷ:ରବିବାର ଅଧୀନସ୍ଥ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ। ସୋମ ଓ ମଙ୍ଗଳବାର କୌଣସି କାମ ପାଇଁ ମନବଳିବ। ବୁଧ ଓ ଗୁରୁବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ। ଶୁକ୍ର ଓ ଶନିବାର କାର୍ଯ୍ୟବ୍ୟସ୍ତ ରହିବେ।

Advertisment

ବୃଷ:ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର କିଛି କାମରେ ଅଧିକ ସମୟ ଲାଗିପାରେ। ବୁଧ ଓ ଗୁରୁବାର ବ୍ୟବସାୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର ସାହିତ୍ୟ, ସଂଗୀତ ପ୍ରତି ରୁଚି ବଢ଼ିବ।

ମିଥୁନ:ରବିବାର ଉନ୍ନତି ପାଇଁ ନୂଆ ସାଧନ ପାଇବେ। ସୋମ ଓ ମଙ୍ଗଳବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେ‌େବ। ବୁଧ ଓ ଗୁରୁବାର ଜମିରେ ନିବେଶ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ବେପାରରେ ସଫଳତା।

କର୍କଟ:ରବିବାର ବାଲ୍ୟବନ୍ଧୁ ସହ ଯୋଗ‌ାଯୋଗ। ସୋମ ଓ ମଙ୍ଗଳବାର ସହକର୍ମୀଙ୍କ ସହିତ ତାଳମେଳ ରହିବ। ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶୁକ୍ର ଓ ଶନିବାର ଭାଗ୍ୟରେ ଉନ୍ନତି।

ସିଂହ:ରବିବାର ଇଚ୍ଛା ପୂରଣ ହେବ। ସୋମ ଓ ମଙ୍ଗଳବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ବୁଧ ଓ ଗୁରୁବାର ବ୍ୟବସାୟରେ ଲାଭ। ଶୁକ୍ର ଓ ଶନିବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ।

କନ୍ୟା:ରବିବାର ଟଙ୍କାପଇସା ସମ୍ବନ୍ଧରେ  ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସୋମ ଓ ମଙ୍ଗଳବାର ଆପଣଙ୍କ କାମ ଦେଖି ଅଧିକାରୀ ଖୁସି ହେବେ। ବୁଧ ଓ ଗୁରୁବାର ଆର୍ଥିକ ସ୍ଥିତିରେ ସୁଧାର ହେବ। ଶୁକ୍ର ଓ ଶନିବାର ସମାଜରେ ମାନସମ୍ମାନ ବଢ଼ିବ।

ତୁଳା:ରବିବାର ନୂଆ ଦାୟିତ୍ବ ପାଇବେ। ସୋମ ଓ ମଙ୍ଗଳବାର ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁକ୍ର ଓ ଶନିବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ।

ବିଛା :ରବିବାର ଭାବିଥିବା କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି। ବୁଧ ଓୁ ଗୁରୁବାର ଭଲ ବ୍ୟବହାରରେ ଲୋ‌େ‌କ ଖୁସି ରହିବେ। ଶୁକ୍ର ଓ ଶନିବାର ଭାଗ୍ୟରେ ଉନ୍ନତି।

ଧନୁ :ରବିବାର ସଫଳତା ପାଇବେ। ସୋମ ଓ ମଙ୍ଗଳବାର ବିବାଦ ସମାଧାନ ହେବ। ବୁଧ ଓ ଗୁରୁବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ। ଶୁକ୍ର ଓ ଶନିବାର ଭାଗ୍ୟ ଉପରେ ସମ୍ପୂର୍ଣ୍ଣ ଭରସା ନକରି ପରିଶ୍ରମ କରନ୍ତୁ।

ମକର :ରବିବାର କାର୍ଯ୍ୟବ୍ୟସ୍ତ ରହିବେ। ସୋମ ଓ ମଙ୍ଗଳବାର ରୋଜଗାର ପାଇଁ ସୁଯୋଗ ଆସିବ। ବୁଧ ଓ ଗୁରୁବାର ବ୍ୟବସାୟରେ ଦୂରସ୍ଥାନକୁ ଯାଇପାରନ୍ତି। ଶୁକ୍ର ଓ ଶନିବାର ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

କୁମ୍ଭ:ରବିବାର ନୂଆ କାମରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର ଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ବୁଧ ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ। ଶୁକ୍ର ଓ ଶନିବାର ରୋଗ ଓ ଋଣରୁ ମୁକ୍ତି ପାଇବେ।

ମୀନ :ରବିବାର ଉପାର୍ଜନର ନୂଆ ଜ୍ଞାନ ପାଇବେ। ସୋମ ଓ ମଙ୍ଗଳବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ। ବୁଧ ଓ ଗୁରୁବାର ଧନ ସଂପତ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ।