ଗଛଭାଙ୍ଗି ରାସ୍ତା ଅବରୋଧ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
/sambad/media/media_files/2025/09/17/dhandamunda-2025-09-17-19-48-56.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)