ବେଙ୍ଗାଲୁରୁ: କର୍ଣ୍ଣାଟକର ଅଧିକାଂଶ ଅଞ୍ଚଳ ମରୁଡ଼ି କବଳିତ ଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ନୂଆବର୍ଷରେ ମଉଜ କରିବାକୁ ସିଙ୍ଗାପୁର ଚାଲିଯିବା ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି କହିଛି। କୁମାରସ୍ବାମୀ ଜଣେ ‘ଆକ୍ସିଡେଣ୍ଟାଲ୍ ଚିଫ୍ ମିନିଷ୍ଟର’। ଘଟଣାଚକ୍ରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲେ ମଧ୍ୟ ସେ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ ଅସମର୍ଥ ବୋଲି ବିଜେପି କହିଛି।
କର୍ତାରପୁର କରିଡର ନେଇ ପାକ୍ର ଘୋଷଣା
କୁମାରସ୍ବାମୀ ‘ଆକ୍ସିଡେଣ୍ଟାଲ୍ ଚିଫ୍ ମିନିଷ୍ଟର’: ବିଜେପି
/sambad/media/post_attachments/wp-content/uploads/2018/12/bjp-party-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)