ୱାସିଂଟନ୍: ଆମେରିକା ବାୟୁସେନା ଶିଖ୍ମାନଙ୍କୁ ଏକ ଖୁସି ଖବର ଦେଇଛି। ଶିଖ୍ମାନେ ଏଣିକି କାର୍ଯ୍ୟରେ ଥିବାବେଳେ ପଗଡ଼ି ଏବଂ ଦାଢ଼ି ରଖି ପାରିବେ । ଏନେଇ ଆମେରିକା ବାୟୁସେନା ପକ୍ଷରୁ ଅନୁମତି ମିଳିସାରିଛି। ଧର୍ମକୁ ସମ୍ମାନ ଦେଇ ଆମେରିକା ବାୟୁସେନା ଏହି କାର୍ଯ୍ୟପନ୍ଥା ଗ୍ରହଣ କରିଛି।
ଡ୍ୟୁଟିରେ ଥିବାବେଳେ ଶିଖ୍ମାନଙ୍କୁ ପଗଡ଼ି ଏବଂ ଦାଢ଼ି ରଖିବାକୁ ଅନୁମତି
/sambad/media/post_attachments/wp-content/uploads/2019/06/sikh-1.jpg)