ନୂଆଦିଲ୍ଲୀ : ଏପ୍ରିଲ-ମେ’ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସବ୍କା ସାଥ୍, ସବ୍କା ବିକାଶ , ସବ୍କା ବିଶ୍ବାସ’ ଟ୍ବିଟ୍ କରିଥିଲେ। ତେବେ ମୋଦୀଙ୍କର ଏହି ଟ୍ବିଟ୍କୁ ଚଳିତ ବର୍ଷ ସବୁଠୁ ଅଧିକ ଲାଇକ୍ ଏବଂ ରିଟ୍ବିଟ୍ କରାଯାଇଛି ବୋଲି ଟ୍ବିଟର ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ବିଟ୍କୁ ଭାରତର ‘ଗୋଲ୍ଡେନ୍ ଟ୍ବିଟ୍ ଅଫ୍ ୨୦୧୯’ ଘୋଷଣା କରାଯାଇଛି। ଏହାକୁ ୪୨୦,୦୦୦ରୁ ଅଧିକ ଲାଇକ୍ କରାଯାଇଛି ଏବଂ ୧୧୭,୧୦୦ ଥର ରିଟ୍ବିଟ୍ କରାଯାଇଛି।
ମୋଦୀଙ୍କ ନିର୍ବାଚନୀ ଟ୍ବିଟ୍ ଏବେ ‘ଗୋଲ୍ଡେନ୍ ଟ୍ବିଟ୍ ଅଫ୍ ୨୦୧୯’
/sambad/media/post_attachments/wp-content/uploads/2019/12/df56h4fhsf56h4sf56h4sfh564sfh56.png)