ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ୍ଙ୍କର ଏକ ସାକ୍ଷାତକାର କ୍ଲିପ୍କୁ ଜଣେ ପାକିସ୍ତାନୀ ରାଜନେତା ଏବେ ଟ୍ବିଟରରେ ଜାରି କରିଛନ୍ତି। ଏହି ସାକ୍ଷାତକାର କ୍ଲିପ୍ରେ ଦେଖିବାକୁ ମିଳିଛି ଯେ ପରଭେଜ୍ ଓସାମା ବିନ୍ ଲାଦେନ ଏବଂ ଜଲାଲଉଦ୍ଦିନ୍ ହକ୍କାନି ପରି ଆତଙ୍କବାଦୀଙ୍କୁ ପାକିସ୍ତାନୀ ହିରୋ ଭାବେ ବିବେଚନା କରିଛନ୍ତି। ଜମ୍ମୁ କଶ୍ମୀରରେ ଭାରତୀୟ ସେନା ବିରୋଧରେ ଲଢ଼ିବାପାଇଁ କଶ୍ମୀରୀମାନଙ୍କୁ ପାକିସ୍ତାନରେ ତାଲିମ ଦିଆଯାଉଛି ବୋଲି ପରଭେଜ୍ ମୁସାରଫ୍ ସ୍ବୀକାର କରିଥିବା ଏହି କ୍ଲିପ୍ରେ ଦେଖିବାକୁ ମିଳିଛି।
‘ଲାଦେନ୍ ପାକିସ୍ତାନର ହିରୋ’
/sambad/media/post_attachments/wp-content/uploads/2017/11/laden1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)