ଦୁର୍ଗା ପୂଜା କାର୍ନିଭାଲ୍‌ରେ ବହୁତ ଅପମାନିତ ଲାଗିଲା : ପଶ୍ଚିମବଂଗ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନ୍‌କର କହିଛନ୍ତି, ତାଙ୍କୁ ଦୁର୍ଗାପୂଜା କାର୍ନିଭାଲ୍‌ରେ ବହୁତ ଅପମାନିତ ଲାଗିଥିଲା। ତେବେ କୌଣସି କାରଣ ବି ତାଙ୍କୁ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପାଦନ କରିବାରୁ ଅଟକାଇ ପାରିବ ନାହିଁ ବୋଲି ଧନ୍‌କର କହିଛନ୍ତି। ରାଜ୍ୟପାଳଙ୍କୁ କର୍ନିଭାଲ୍‌ର ଗୋଟିଏ କୋଣରେ ବସିବାର ବ୍ୟବସ୍ଥା କରାଯାଇଥିଲା। ଫଳରେ ସେ କାର୍ଯ୍ୟକ୍ରମ ଭଲଭାବେ ଦେଖି ପାରିନଥିଲେ। ଏଥିପାଇଁ ତାଙ୍କୁ ଖୁବ୍‌ ଅପମାନିତ ଲାଗିଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର