ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପୁଣି ଚାପୁଡ଼ା

ପ୍ୟାରିସ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ରବିବାର ଜଣେ ମହିଳା ଚାପୁଡ଼ା ମାରିଛନ୍ତି। ଏହି ସମୟରେ ସେଠାରେ କିଛି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ଗତବର୍ଷ ଜୁନ ୮ ତାରିଖରେ ମାକ୍ରନ ଦେଶର ଦକ୍ଷିଣ ପୂର୍ବ ଅଞ୍ଚଳ ଗସ୍ତ କରିଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲା।

ସମ୍ବନ୍ଧିତ ଖବର