ବିଏସ୍‌ପିରେ ପରିବାରବାଦ ମାୟାବତୀଙ୍କ ଭାଇ ଉପ ସଭାପତି, ପୁତୁରା ଜାତୀୟ ସଂଯୋଜକ

ଲକ୍ଷ୍ନୌ: ବିଏସ୍‌ପିରେ ଏବେ ପାରିବାରିକ ରାଜନୀତି କାୟା ବିସ୍ତାର କରିଛି। ବିଏସ୍‌ପି ସୁପ୍ରିମୋ ମାୟାବତୀ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ କିଛିଦିନ ତଳେ ଜାତୀୟ ସଭାପତି ନିଯୁକ୍ତି ଦେଇଥିବା ବେଳେ ଆଜି ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି । ବିଏସ୍‌ପିରେ ବଂଶବାଦକୁ ନେଇ ଅସନ୍ତୋଷ ମଧ୍ୟ ବଢ଼ୁଛି।

ସମ୍ବନ୍ଧିତ ଖବର