ମୋଦୀ-ଶାହଙ୍କୁ ଟାର୍ଗେଟ୍‌ କଲେ ଶତୃଘ୍ନ ସିହ୍ନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଜେପିର ପରାଜୟ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶତୃଘ୍ନ ସିହ୍ନା ମୋଦୀ-ଶାହ ଯୋଡ଼ିଙ୍କୁ ଦାୟୀ କରିଛନ୍ତି। ଦଳ ମଧ୍ୟରେ ମୋଦୀ-ଶାହ ଦୁଇଜଣିଆ ସେନାର ମାତ୍ରାଧିକ ଅହଂକାର ଯୋଗୁଁ ବିଜେପି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରୁ କ୍ଷମତାଚ୍ୟୁତ ହେଉଛି ବୋଲି ସିହ୍ନା କହିଛନ୍ତି। ବିଜେପିରେ ଏହି ଦୁଇ ଜଣିଆ ଯୋଡ଼ିଙ୍କ ସମ୍ପର୍କରେ ସେ ପ୍ରଶ୍ନ ଉଠାଇବାରୁ ତାଙ୍କୁ ଟିକଟ୍‌ ମିଳି ନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର