ରାମଦେବଙ୍କ ମହମ ମୂର୍ତ୍ତି

ଯୋଗଗୁରୁ ବାବା ରାମଦେବଙ୍କ ମହମ ମୂର୍ତ୍ତି ଖୁବ୍‌୍‌ଶୀଘ୍ର ଲଣ୍ଡନର ମାଡାମ୍‌ ତୁସାଦ ପ୍ରତିମୂର୍ତ୍ତି ଗ୍ୟାଲେରୀରେ ପ୍ରଦର୍ଶିତ ହେବ। ଏଥିପାଇଁ ସଂସ୍ଥା ପକ୍ଷରୁ ବାବା ରାମଦେବଙ୍କ ଶରୀରର ମାପ ନିଆଯାଉଛି।

ସମ୍ବନ୍ଧିତ ଖବର