ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରି ବିବାଦରେ ସଲ୍‌ମାନ

ମୁମ୍ବାଇ: ବଲିଉଡ଼୍‌ ଅଭିନେତା ସଲ୍‌ମାନ ଖାନ୍‌ ନିଜ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରି ପୁଣି ବିବାଦ ଘେରକୁ ଆସିଛି। ଗାର୍ଡ ତାଙ୍କ ପାଇଁ ରାସ୍ତା ବାହାର କରିବାକୁ ଜଣେ ବାଳକକୁ ଠେଲି ଦେଇଥିବା ଦେଖି ସଲ୍‌ମାନ ରାଗିଯାଇଥିଲେ ଏବଂ ଚାପୁଡ଼ା ମାରିଥିଲେ। ତେବେ ସଲ୍‌ମାନଙ୍କ ଏଭଳି ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଅନେକ ସମାଲୋଚନା ହେଉଛି।

ସମ୍ବନ୍ଧିତ ଖବର