ମୁମ୍ବାଇର ଡୋଙ୍ଗରୀରେ ଶହେ ବର୍ଷ ପୁରୁଣା ଏକ ୪ ମହଲା କୋଠା ଭୁଶୁଡ଼ି

ମୁମ୍ବାଇର ଡୋଙ୍ଗରୀରେ ମଙ୍ଗଳବାର ଶହେ ବର୍ଷ ପୁରୁଣା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର