କୋଚି: କୋଚି ବିମାନବନ୍ଦରରେ ଜଣେ ସ୍ମଗ୍ଲର ନିଜ ମୁଣ୍ଡରେ ଲଗାଇଥିବା ଉଇଗ୍ ମଧ୍ୟରେ ଲୁଚାଇ ରଖିଥିବା ୧ କେଜି ସୁନା ଧରା ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକର ନାମ ନୌସାଦ୍ ଏବଂ ସେ କେରଳର ମାଲାପୁରମ୍ ବାସିନ୍ଦା ବୋଲି ଜଣାପଡ଼ିଛି। ନୌସାଦ୍ ସାର୍ଜାରୁ ଆସିବା ପରେ କୋଚି ବିମାନବନ୍ଦରରେ ଚେକିଂ ବେଳେ ତା’ ମୁଣ୍ଡରେ ଲଗାଯାଇଥିବା ଉଇଗ୍ରୁ ସୁନା ଧରାପଡ଼ିଥିଲା।
ମୁଣ୍ଡରେ ଲଗାଇଥିବା ୱିଗ୍ରୁ ଜବତ ହେଲା ୧ କେଜି ସୁନା
/sambad/media/post_attachments/wp-content/uploads/2019/10/Gold-Smuggling.jpg)