ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଦେଶରେ ମୋଟ ୧୦.୮୨ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଛି।
ପଶ୍ଚିମବଙ୍ଗରେ ୧୬.୫୪ ପ୍ରତିଶତ ମତଦାନ ହୋଇଥିବାବେଳେ ହରିୟାଣାରେ ୮.୩୧ ପ୍ରତିଶତ, ଦିଲ୍ଲୀରେ ୮.୯୪ ପ୍ରତିଶତ, ଝାଡଖଣ୍ଡରେ ୧୧.୭୪ ପ୍ରତିଶତ,
ଜମ୍ମୁ-କଶ୍ମୀରରେ ୮.୯୯ ପ୍ରତିଶତ, ଓଡିଶାରେ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଉତ୍ତରପ୍ରଦେଶରେ ୧୨.୩୩ ବିହାରରେ ୯.୬୬ ପ୍ରତିଶତ ମତଦାନ ହୋଇଛି।

Advertisment