ବିଷାକ୍ତ ମଦ ପିଇ ୧୦ ମୃତ

ଲକ୍ଷ୍ନୌ: ୟୁପିର କାନପୁର ଜିଲା ମଟୌଲୀସ୍ଥିତ ମଘାଇପୁରା ଓ ବନଓ୍ଵାରପୁର ଗ୍ରାମରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମଦ ପିଇଥିବା ଅନ୍ୟ ୧୬ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ କାନପୁରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ ମାଧୁରୀ ବ୍ରାଣ୍ଡ୍‌ ମଦ ପିଇ ସ୍ଥାନୀୟ ଲୋକଙ୍କର ଏଭଳି ଅବସ୍ଥା ହୋଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ରାଜ୍ୟର ବିଭିନ୍ନ ମଦ ଦୋକାନରେ ଅବକାରୀ ବିଭାଗ ଚଢଉ କରି ଏହି ବ୍ରାଣ୍ଡର ମଦ ଜବତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର